Asha
32 Views
Dec 31 1969
00:22:39
5

ଆଶା ପାଖକୁ ଶୀଲା କୁ ଯିବାପାଇଁ ଅନନ୍ୟା ଓ ପ୍ରୀୟା ରୋକିଥିବା ନେଇ ଶୀଲା ତା ପାଗଳାମୀ କରି କାନ୍ଥ ରେ ମୁଣ୍ଡ ପିଟେ।ଆଶା ଆସି ତାକୁ ବୁଝାଏ। ଭଉଣୀ ଆଶା ର ପରିସ୍ଥିତି ଓ ଅବସ୍ଥା ପାଇଁ ଅଜୟ ଦୁଖୀତଃ ଥାଏ ଓ ତାର ମା ଓ ସ୍ତ୍ରୀ କାଜଲ ସହ, ଆଶା କୁ ଘରକୁ ନେଇ ଆସିବା କଥା କୁ ନେଇ ଯୁକ୍ତି ହୁଏ।
Share