ଆଶା ର ରୋଜଗାର ନଥିବା କଥା କହି ସୁରମା ସମସ୍ତ ଙ୍କ ସାମ୍ନା ରେ ତାକୁ ଖରାପ ଲାଗିବା ଭଳି କହିବା ବେଳେ ପ୍ରକାଶ, ଆଶା ସହ ଛିଡାହୁଏ। ଏସବୁ ଭିତରେ ପିଇସୀ ମା ବିନୋଦିନୀ, ଘରେ ପହଞ୍ଚେ । ଅଜୟ କୁ ନିଜର ସୀମା ବାହାରେ ଏକ ବଡ଼ କମ୍ପାନୀ ରେ ଚାକିରି ମିଳେ ଓ ସେ ଏସବୁ ମିଳିବା ନେଇ ଅବାକ୍ ରହିଯାଏ ।