Asha
31 Views
Dec 31 1969
00:21:51
5

ଅନନ୍ୟା ର ଏନ୍ଗେଜମେଣ୍ଟ ରେ ପ୍ରକାଶ ସମସ୍ତ ଙ୍କ ପାଇଁ କିଛି ଗିଫ୍ଟ ଦେବାକଥା କହେ। ଅନନ୍ୟା ର ବିବାହ ପାଇଁ ଖୁସିର ସହ ସହମତି ଦେଇଥିବା ହିଁ ଆଶା ପାଇଁ ବଡ଼ ଗିଫ୍ଟ ବୋଲି ଆଶା, ପ୍ରକାଶ କୁ କହେ। ଆଶା ଓ ପ୍ରକାଶ, ଅନନ୍ୟା ର ଏନ୍ଗେଜମେଣ୍ଟ କୁ ନିମନ୍ତ୍ରଣ ପାଇଁ ଅଜୟ ଘରକୁ ଯାଆନ୍ତି ଓ ସେଠାରେ ଅଜୟ ଠାରୁ ତାର ଚାକିରି ପାଇବା ଓ ଅନନ୍ୟା ପାଇଁ ସୁନା ନେକ୍ଲେସ୍ ଗିଫ୍ଟ ଦେବା କଥା ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି।
Share