ସ୍ୱାଭିମାନ ସହ ଜିଇବା ପାଇଁ ଆଶା ଦିପୀକା ଘରକୁ ଯିବା କୁ ମନାକରେ‌, ହେଲେ ଦିପୀକା ସହାୟତା ରେ ଆଶା ଏକ ମହିଳା କର୍ମୀ ହଷ୍ଟେଲ ରେ‌ ରହିବାକୁ ଯାଏ। ଶୀଲା ସହ ପ୍ରକାଶ ଘରକୁ ଫେରେ ଓ ଏସବୁ ଦେଖି ପରିବାର ଲୋକ ଶୀଲା ର ଘର ସହ ସମ୍ପର୍କ କୁ ନେଇ ପ୍ରଶ୍ନ କରନ୍ତି।