Asha
100 Views
Dec 31 1969
00:22:44
5

ଅନନ୍ୟା ଏକ ଜିଦ୍ କରି ଚାଲିଛି, ସମସ୍ତଙ୍କ ଆଗରେ ଶୀଲା କୁ ଅପମାନିତ କରୁଛି।। ଆଶା ଆସି ଅନନ୍ୟାକୁ ଏ ସବୁ କାର୍ଯ୍ୟ ପାଇଁ ବାରଣ କରୁଛି ।। ଯେତେବେଳେ କେହିବି ଅନନ୍ୟାର କଥା ଶୁଣୁନାହାନ୍ତି, ସେଥିପାଇଁ ଅନନ୍ୟା ଘର ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଉଛି
Share