ଶୀଲା ଘରେ ପଶି ସବୁ ଖୁସିକୁ ମାରିଦିଏ, ଆଦି ଏ କଥାକୁ ସହି ନପାରି ଶୀଲା ବସିଥିବା ଦୋଳି ର ରଶିକୁ କାଟି ଦିଏ, ଶୀଲା ତଳେ ପଡିଯାଏ, ଆଶା ଶୀଲା କୁ ଉଠାଏ ଆଉ ଆଦିକୁ ଜୋର୍ ସେ ଗୋଟେ ଚାପୁଡ଼ା ମାରେ