ଆଶା ଉପରେ ବାରମ୍ବାର ମିଥ୍ୟା ଲାଞ୍ଚନା ଲାଗୁଥିବା ବେଳେ ଦୀପିକା ପହଞ୍ଚେ।ଆଶା କୁ ସତକଥା କହିବାକୁ କହେ। ଦୀପିକା କୁ ଆଶା ଘରକୁ ପଠାଇ ସମର ଚିନ୍ତିତ ହୋଇ, ଆଶା ପାଖକୁ ଯିବାକୁ ମନସ୍ଥ କରେ।