Function କୁ ଯିବା ପାଇଁ ଆଦି ମନାକରେ ଆଉ ଅଙ୍କିତା ଆଦିକୁ କମେଣ୍ଟ କରିବା ସହ ଅନ୍ୟ ମାନଙ୍କୁ ଖରାପ ବ୍ୟବହାର କରେ ସେଥିପାଇଁ ପ୍ରିୟା ଅଙ୍କିତା କୁ ବହୁତ ଗାଳି କରେ।ପ୍ରକାଶ ଭୁଲରେ ଆଶା ନା ଡାକିଥିବାରୁ ଶିଲା ପ୍ରବଳ ରାଗିଯାଏ ଆଉ ସେ ଅଙ୍କିତା ର function କୁ ଯିବନି ବୋଲି ମନା କରେ।ଆଉ ଆଶା ସମସ୍ତଙ୍କ ପାଇଁ dress ready କରିବା ପରେ ନିଜ ମାନପସନ୍ଦର ଶାଢ଼ୀ ବାହାର କରେ। ସତରେ କଣ ଆଶା ଅଙ୍କିତା ର function ku ଯାଇପାରିବ