ଆଶା ର ଅନୁପସ୍ଥିତି ରେ ଦିଲ୍ଲୀପ ଓ ପ୍ରିୟା ସମେତ ଅନ୍ୟମାନେ ଅଧର୍ଯ୍ୟ ହେଉଥାନ୍ତି। ସତ ଜାଣିବା ପରେ କାଜଲ ର ଆଶା ପ୍ରତି ଥିବା ଧାରଣା ବଦଳି ଯାଏ ଓ ସେ ଅଜୟ କୁ ଆଶା ସହ ଯାଇ ସତ ଟା ସମସ୍ତ ଙ୍କ ଆଗରେ ଜଣାଇଦେବାକୁ କହେ।