Asha
94 Views
Dec 31 1969
00:22:42
5

ପରିଶେଷରେ ପ୍ରକାଶ, ଆଶା କୁ କେବଳ ଦୀପାବଳୀ ପର୍ବଦିନ ହିଁ ଘରେ ରହିବାର ଅନୁମତି ଦିଏ ଓ ତାପରେ ସେ ଗୋଟିଏ ଛାତ ତଳେ ଆଶା ସହ କେବେବି ରହିବନାହିଁ ବୋଲି ସମସ୍ତ ଙ୍କ ଆଗରେ କହେ।ଏ କଥା ଶୁଣି ଆଶା ସ୍ତବ୍ଧ ରହିଯାଏ।
Share