ପ୍ରକାଶ ରୋଷେଇ କରୁଥିବା ସମୟରେ ହାତରେ ଚେଙ୍କ ଲାଗିଯାଏ, ଆଶା ଶୀଘ୍ର ଯାଇ ହାତରେ ବରଫ ଲଗେଇ ଦିଏ || କିଛି ସମୟ ଖୁସିର ମାହୋଲ ସୃଷ୍ଟି ହୋଇଯାଏ, ହଠାତ ସିଲା ଆସି ଘରେ ପହଞ୍ଚେ || ସମସ୍ତେ ସ୍ତବ୍ଧ !