ଆଶା ଯାଇ ଆଶ୍ରମ ରେ ପହଞ୍ଚିଛି, ସେଠି ପିଲାମାନଙ୍କୁ ବହୁତ ସୁନ୍ଦର ଭାବରେ ନାଚ ଶିଖାଇବା ସହ ମିଠା ମିଠା କଥା କହି ସମସ୍ତଙ୍କ ମନ କିଣିଛି ।। ଅନ୍ୟ ପଟେ ଆଶା ବିରୁଦ୍ଧରେ ଶୀଲା ଅନେକ ପ୍ରକାରର କଥା କହି ସମସ୍ତଙ୍କ ମନ କିଣିବାକୁ ଚେଷ୍ଟା କରୁଛି