ଆଶା କୁ ଏକା ଯିବା ଦେଖି ପ୍ରକାଶ କଣ କଲେ ଠିକ ହବ ବୋଲି ଭାବେ।ଶିଲା ପ୍ରକାଶ କୁ ତାକୁ ଘରକୁ ନେଇଯିବା ପାଇଁ କୁହେ।ପ୍ରକାଶ ଗାଡି ଚାବି driver କୁ ଦେଇ ଶିଲା କୁ ଛାଡିଦେବାକୁ କୁହେ ଓ ନିଜେ ଆଶା ପାଖକୁ ଦୌଡ଼ି ଯାଏ। ସମସ୍ତେ ଅନନ୍ୟା କୁ ବାଧ୍ୟ କରନ୍ତି ରୋହନ କୁ ଜଲଦି ଡାକିବାକୁ।ଅନନ୍ୟା ରୋହନ କୁ ଘରଲୋକଙ୍କ ବିଷୟରେ ବୁଝେଇକି ଦିଏ ଓ ରୋହନ କୁ ଘରକୁ ଡାକେ।ଆଦି ପାଖରେ ଆଶା ଆଉ ପ୍ରକାଶ ପହଞ୍ଚନ୍ତି। ଆଶା ଆଦି କୁ ପୋଲିସ ଆସିବା କଥା କୁହେ।