ଆଶା ବହାରିଯିବା ପରେ ସାରଳା ଆସି ପହଞ୍ଚେ। situation କୁ ସହଜ କରିବା ପାଇଁ ଅନନ୍ୟା ମିଛରେ କୁହେ ଆଶା ଆଉ ପ୍ରକାଶ ତା boyfreind ର ମା କୁ ଦେଖା କରିବାକୁ ଯାଇଛନ୍ତି। ଆଶା ଆଉ ପ୍ରକାଶ କୁ ରାସ୍ତାରେ ଶିଲା ଅଟକାଏ। ମିଛରେ ଗାଡି ଖରାପ ହବାର ବାହାନା କରି ସେ ପ୍ରକାଶ କୁ ରୋକି ଦିଏ ଆଉ ଆଶା ଏକା ଚାଲିଯାଏ ଆଦି କୁ ଦେଖା କରିବା ପାଇଁ।