ଆଶାକୁ ଡ୍ରିଂକ୍ସରେ ଶୀଲା ହିଁ ଡ୍ରଗ୍ସ ମିଶାଇଛି ବୋଲି ଜିଦି ଧରି ବସେ, ସେଥିପାଇଁ ସେ ଶୀଲା ସହ ଝଗଡା କରିବାକୁ ଲାଗେ ହେଲେ ଏ କଥା ପ୍ରକାଶ କୁ ଭଲ ଲାଗେନାହିଁ, ସେ ଅନନ୍ୟା ଉପରକୁ ହାତ ଉଠାଏ