Asha
26 Views
Dec 31 1969
00:22:18
5

ନିଜ ନାଟକ ଧରା ପଡ଼ିଯିବା ଭୟରେ ଶୀଲା ହସ୍ପିଟାଲ ଯିବାପାଇଁ ମନା କରେ। ହେଲେ ପ୍ରକାଶ ବୁଝାଏ ଓ ଆଶା ସମେତ ଅନ୍ୟମାନେ ଶୀଲା କୁ ନେଇ ହସ୍ପିଟାଲ ରେ ପହଞ୍ଚନ୍ତି। ଦିପୀକା ର ସାହାଯ୍ୟ ପାଇଁ ଆଶା ତାକୁ କୃତଜ୍ଞତା ଜଣାଏ।
Share