ଶୀଲା ର ଅବସ୍ଥା ଦେଖି, ପ୍ରକାଶ ତା ସହ ଜଣେ ଭଲ ବନ୍ଧୁ ଭାବରେ ରହି ଦେଖାଶୁଣା କରିବା ପାଇଁ କୁହେ। ପ୍ରକାଶ ଯାହା ବି କରୁଛି ଠିକ୍ କରୁଛି ଏବଂ ଯାହା କରିବ ଠିକ୍ ହିଁ କରିବ ଓ ସବୁ ପରିସ୍ଥିତିରେ ଆଶା, ପ୍ରକାଶ ସହ ଅଛି ବୋଲି ପ୍ରତି ଉତ୍ତର ରେ ଆଶା, ପ୍ରକାଶ କୁ କହେ।