ପ୍ରକାଶ ଆଶା କୁ ସମର ସହ ଦେଖିଲା ପରେ ବହୁତ ରାଗିଯାଇ ଆଶାକୁ ବାରମ୍ବାର ଗୋଟାଏ ପ୍ରଶ୍ନ କରିଚାଲେ କି ସେ ପୁରୁଷ ଜଣଙ୍କ କିଏ? ଜଣେ ପରପୁରୁଷ ସହ ଗାଡ଼ିରେ ବସିକି ଆସିବାର ସାହସ କେମିତି ହେଲା ତମର ? ଆଶା ନିଜକୁ ଭୁଲ ବୋଲି କହି ପ୍ରକାଶ କୁ କ୍ଷମା ମାଗେ | ପ୍ରକାଶ ଆଶାକୁ ଗାଳି କରୁଥିବା ସମୟରେ ହଠାତ ଅନନ୍ୟା ଆସିକି ପହଞ୍ଚିଯାଏ