ଗଣେଶ ପୂଜା ର ଆୟୋଜନ ବିଳମ୍ବ ହେଉଥିବା ବେଳେ ପ୍ରକାଶ ଫେରି ନଥିବାରୁ ସମସ୍ତେ ଚିନ୍ତିତ ଥାଆନ୍ତି। ପ୍ରକାଶ କୁ ଫେରାଇ ଆଣିବା ପାଇଁ ଆଶା, ଦୀଲିପ କୁ ନେଇ ଶୀଲା ଘରକୁ ଯାଏ।ସେଠି ପ୍ରକାଶ ର ଅବସ୍ଥା ଦେଖି ଶୀଲା ଆଶ୍ଚର୍ଯ୍ୟ ହେଇଯାଏ।