ନିଜ ଭଉଣୀ ସହ ଭାଣେଜୀ ର ଭବିଷ୍ୟତ ନଷ୍ଟ କରିବା ପଛର କାରଣ ଆଶା,ଅଜୟ କୁ ପଚାରେ, ହେଲେ ଅଜୟ ନିରୂତ୍ତର ରହି ବାହାରିଥାଏ।ଏ ସବୁ ପରେ ଆଶା ସହ ଗୋଟିଏ ଛାତ ତଳେ ରହିବା ପାଇଁ ପ୍ରକାଶ ସମସ୍ତ ଙ୍କ ସାମ୍ନା ରେ ମନା କରେ।