ଦୀପିକା ରାଗି ଘରୁ ବହାରିଯିବା ବେଳେ ତାକୁ ପ୍ରକାଶ ଅଟକାଇ ଦିଏ।ସମସ୍ତେ ମିଶି ରଜ celebrate କରିବା ବୋଲି କୁହେ।ଆଉ ଭୋଳନାଥ କୁ ନେଇ ରୁମ କୁ ନେଇଯାଏ। ପ୍ରକାଶ ଆଉ ଭୋଳନାଥ ର ବହୁତ ଝଗଡା ହେଲାବେଳେ, ଆଶା ଆସି ଭୋଳାନାଥ କୁ support କରେ।ଭୋଳନାଥ କଣ ତାର ଭୁଲ ବୁଝିପାରିବ?