Asha
27 Views
Dec 31 1969
00:21:40
5

ଆଶା, ଅଜୟ କୁ ଟଙ୍କା ଦେଇ ଶୀଲା ବିରୁଦ୍ଧ ରେ କହିବା ପାଇ ମତେଇଥିବା, ଶୀଲା ସମସ୍ତ ଙ୍କ ଆଗରେ ପ୍ରମାଣ କରିବାକୁ ଚେଷ୍ଟାକରେ। ଏସବୁ ପରେ ଆଶା, ଜଣେ ସ୍ୱାମୀ ର ତା ସ୍ତ୍ରୀ ଉପରେ କେତେ ବିଶ୍ୱାସ ଅଛି ସେ ବିଷୟକୁ ନେଇ ପ୍ରକାଶ କୁ ପ୍ରଶ୍ନ କରେ।
Share