ପ୍ରକାଶ ସବୁ ସତ କଥା ଆଶୁତୋଷ କୁ ଜଣେଇଦିଏ। ଏକଥା ଶୁଣି ଭୋଳନାଥ ସହ ସବୁ ସମ୍ପର୍କ କଟିଗଲା ବୋଲି ଆଶୁତୋଷ କହେ।ଆଉ ପ୍ରିୟା କୁ ନେଇ ଘରୁ ବାହାରିଯିବାକୁ ଲାଗେ।ପ୍ରକାଶ ଆଉ ଆଶା ୟେ ବିପଦ ସମୟରେ ତାଙ୍କ ପାଖରେ ରହିବାକୁ ଅନୁରୋଧ କରନ୍ତି।ଆଶା ର ସପକ୍ଷ ନେଇଥିବାରୁ ଭୋଳାନାଥ ପ୍ରକାଶ କୁ ବହୁତ ଗାଳି କରେ।ଆଶା ଆଦି କୁ କହେ ଆମକୁ ଜଣେ ମାତ୍ର ହିଁ ୟେ ବିପଦ ରୁ ବଞ୍ଚେଇପାରିବେ।କିଏ ଆଶା କୁ ୟେ ବିପଦ ସମୟରେ ସାହାଯ୍ୟ କରିବ?