ଅନନ୍ୟା ଥାନାକୁ ଯାଏ ଆଶା ସହ ଦେଖା କରି ସତକଥା ଜାଣିବାକୁ, ହେଲେ ଆଶା କାହା ସହ ଦେଖା ନକରିବାକୁ କୁହେ || ପୋଲିସ ଅଶାର ବ୍ଲଡ଼ ରିପୋର୍ଟ ରେ କିଛି ନିଶା ଦ୍ରବ୍ୟ ନପାଇ ଆଶାକୁ ସନ୍ଦେହ କରି ବହୁତ କଥା ପଚାରେ ହେଲେ ଆଶା ସବୁ ଦୋଷ କରିଛି କହି ନିଜକୁ ବାନ୍ଧି ରଖିବାକୁ ପୋଲିସ କୁ କୁହେ