ହସ୍ପିଟାଲ ରେ ଆଶା ର ପରିଚୟ ନେଇ ଶୀଲା ଆଡ଼ମିଶନ ହୋଇଥିବା ଓ‌ ଶୀଲା ର ଅବସ୍ଥା ଦେଖି ଆଶା ତାକୁ ଘରେ ଆଣି ତାର ଦେଖାରଖା କରିବା କଥା, ଆଶା ଠାରୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ସମସ୍ତେ ଏଥିପାଇଁ ମନା କରିବା ପରେ ବି ଆଶା ନିଜ କଥା ରେ ଅଟଳ ରହେ।