Asha
30 Views
Dec 31 1969
00:22:45
5

ପ୍ରକାଶ କୁ ଦିଲ୍ଲୀପ ଓ ଆଶା ଘରକୁ ନେଇ ଆସନ୍ତି। ପୂଜା ପାଇଁ ସାମଗ୍ରୀ ଓ ମୁର୍ତ୍ତି କିଣିବାକୁ ଆଶା ଓ ପ୍ରକାଶ ବଜାର ଯାଆନ୍ତି। ଶୀଲା ସେମାନଙ୍କ ଉପରେ ନଜର ରଖିଥାଏ। ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।
Share