ସମର ଓ ଦୀପିକା, ପ୍ରକାଶ କୁ ଲକ୍ଅପ ରୁ ଆଶା ବାହାର କରିବା ଓ କ୍ୟାଫେ ରେ ପ୍ରକାଶ କୁ ନେଇ ଶୀଲା କରିଥିବା ଷଡ଼ଯନ୍ତ୍ର, ସମସ୍ତ ଙ୍କ ଆଗରେ ପ୍ରମାଣ କରି ଆଶା ଉପରେ ଲାଗିଥିବା ଆରୋପ କୁ ଖଣ୍ଡନ କରନ୍ତି।ଏପରି କର୍ମ ପାଇଁ ଆଶା ଶାସ୍ତି ସ୍ୱରୂପ ଶୀଲା କୁ ଶକ୍ତ ଚାପୁଡ଼ା ମାରେ।