ଆଶୁତୋଷ ବିନୋଦିନୀ ସାଙ୍ଗେ flirt କରେ ସତ କଣ ଜାଣିବା ପାଇଁ,ଆଉ ଜାଣିପାରେ ଆଶା ଜେଲ ଯାଇଥିଲା, କିନ୍ତୁ ଅଧିକ ଜାଣିବା ଆଗରୁ ମନୋରମା ଆସିଯାଏ।ଆଶା ଆଦି କୁ ବୁଝାଏ ନଡ଼ରିବା ପାଇଁ।ଆଉ lady policeofficer ଆଦି କୁ ଖୋଜିବା ପାଇଁ ଘରକୁ ଆସେ।ଏସବୁ ଦେଖି ଆଶୁତୋଷ କୁ ସନ୍ଦେହ ହୁଏ।ସେ ସତ କଣ ଜାଣିପାରିବ?