ଆଶା ଫୋନ୍ ରେ ଫଟୋ ଗୁଡ଼ିକ ନଥିବା ଓ ଆଶା ମିଛ କହୁଛି ଧରିନେଇ ପ୍ରକାଶ,ଆଶା କୁ ପ୍ରଶ୍ନ କରେ। ସମର ସହ ସମ୍ପର୍କ କୁ ଲୁଚାଇବା ପାଇଁ ଆଶା ମିଛ କହୁଛି ବୋଲି ଶୀଲା କହେ। ଆଶା ସ୍ତବ୍ଧ ରହିଯାଏ। ସମର ବିଷୟରେ ଖରାପ ଶୁଣି ରୋହିଣୀ, ରୋହନ କୁ ନେଇ ସେଠାରୁ ଚାଲି ଯିବାକୁ ବାହାରେ।