Asha
46 Views
Dec 31 1969
00:22:34
5

ଆଶା ସମର ପିଲା ବେଳର ସାଙ୍ଗ ବୋଲି, ପରସ୍ପରକୁ ଚିହ୍ନା ଦିଅନ୍ତି।। ସେପଟେ ପ୍ରକାଶ ବହୁତ ରାଗରେ ଆଶାକୁ ନେବାପାଇଁ ଘରୁ ବାହାରି ଆସେ ।। କିଛି ମୁହୂର୍ତ୍ତ ଆଶା ହସହସ ପରିବେଶରେ ସମୟ ବିତାଉଥିବାର ନଜର ଆସେ।। ହେଲେ ହଠାତ୍ ଘର କଥା ମନେ ପଡିଯାଏ ଆଉ ଆଶାର ମୁହଁ ଫିକା ପଡିଯାଏ
Share