Asha
28 Views
Dec 31 1969
00:22:30
5

ଡାକ୍ଟର ସମସ୍ତଙ୍କ ଆଗରେ ସତ କଥା କହି ଦିଅନ୍ତି କି ଶୀଲା ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ଲାଞ୍ଚ ଦେଇ ମୋତେ କିଣିବାକୁ ଚାହୁଁଥିଲା । ଏଇ ସବୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି । ଆଶା ଶୀଲାକୁ ଶକ୍ତ ଚାପୁଡ଼ା ମାରେ ।
Share