ସବୁ ପରେ ବି ଭୋଳାନାଥ, ଅନନ୍ୟା ର ରୋହନ ସହ ବାହାର କୁ ଯିବା ନେଇ ଅସୁବିଧା ହେଲେ ଆଶା ଦାୟୀ ରହିବ କୁହେ। ଅନନ୍ୟା କୁ ନେଇ ଯିବା ପାଇଁ ରୋହନ, ଆଶା ଘରେ ପହଞ୍ଚେ। ଅନନ୍ୟା ସହ ଲାଲୀ ର ପାର୍ଟି କୁ ଯିବା ନେଇ ସୁରମା, ପ୍ରଶ୍ନ ଉଠାଏ।