ଆଶା କିଛି ବୁଝି ପାରେନା ତା ସହ ସବୁବେଳେ ଏମିତି କାହିଁକି ହେଉଛି ll ସେ ଭଗବାନ ପାଖରେ ପ୍ରାର୍ଥନା କରେ ll ମନୋରମା ସତ କଣ ଜାଣିବାକୁ ଆଶାକୁ ପଚାରେ ହେଲେ ଆଶା ପ୍ରକାଶ କୁ କଥା ଦେଇ ଥିବାରୁ କିଛି କହେନି