Asha
26 Views
Dec 31 1969
00:19:55
5

ପ୍ରକାଶ ଅଙ୍କିତା ଆଉ ଶିଲା fest ରେ ପହଂଚିବା ପରେ photo ଉଠାଇ ଭିତରକୁ ଯାଆନ୍ତି ,ଭିତରେ ମନୋରମା ସହ ଭେଟ ହୁଏ ।ଆଶୁତୋଷ ରାଗିକି ଆସିନି ବୋଲି ଜଣାଏ।ଆଶା ଆଦି ଅନନ୍ୟା ଆଉ ଆଶୁତୋଷ ଆସି ସ୍କୁଲ ରେ ପହଞ୍ଚନ୍ତି, ତାଙ୍କୁ ଲାଲି ଭିତରକୁ ନେଇଯାଏ। ଏପଟେ ପ୍ରିୟା ବିନୋଦିନି କୁ ମଜା ଚଖେଇବା ପାଇଁ massage boy ଙ୍କୁ ଡାକେ ଆଉ ବିନୋଦିନି କୁ କହେ ସେମାନେ ତାର ମାଲିସ କରିବେ।ଆଶା ଅଙ୍କିତା ପ୍ରକାଶ ଆଉ ଶିଲା କୁ ଦେଖି ମନଦୁଃଖ କରେ।ସତରେ କଣ ଆଶା ତାର ଉଦ୍ଦେଶ୍ୟ ରେ ସଫଳ ହେବ❓
Share