ବିବାହ ପକ୍କା କରି ଫେରିବା ପରେ ଘରେ ଖୁସି ର ପରିବେଶ ଦେଖି ଆଶା ବିହ୍ୱଳ ହୋଇଯାଏ।ଆଶା ର ନିଷ୍ପତ୍ତି ରେ ପ୍ରକାଶ ସହମତି ଦେଇଥିବାରୁ, ଆଶା କୃତଜ୍ଞତା ଜଣାଏ। ଆଶା ଓ ପ୍ରକାଶ, ଅନନ୍ୟା ର ଏନ୍ଗେଜମେଣ୍ଟ କୁ ନିମନ୍ତ୍ରଣ କରିବା ପାଇଁ ଅଜୟ ଘରକୁ ଯାଆନ୍ତି।