ପ୍ରକାଶ କୁ ପୋଲିସ ବାନ୍ଧି ନିଅନ୍ତି, ଆଶା ବହୁତ ଅନୁରୋଧ କରେ ll ପ୍ରକାଶ ଆଶା କୁ କୁହେ ତମେ କେବେବି କାହାକୁ କହିବନି କଣ ହେଇଥିଲା, ଆଉ କେବେବି ପୋଲିସ ଷ୍ଟେସନ ଯିବନାହିଁ ll ଘରେ ସମସ୍ତେ ଆଶାକୁ ଦୋଷୀ କହି ଗାଳି ଦିଅନ୍ତି