Asha
26 Views
Dec 31 1969
00:22:07
5

ଅଙ୍କିତା ଆଶା କୁ ସ୍କୁଲ fest ପାଇଁ ପଇସା ମାଗେ,ଆଶା ମନା କରିବାରୁ ଝଗଡା କରେ।ପ୍ରକାଶ ରାଗିକି ଶିଲା ଘରକୁ ପଳେଇଆସେ।ଅଙ୍କିତା ର ତା ବାପା କଥା ବହୁତ ମନେପଡେ ଆଉ ସେ ପ୍ରକାଶ କୁ ଫୋନ କରେ,ଫୋନ ଶିଲା ରିସିଭ କରିକି କୁହେ ତୁମକୁ ପାପା କିମ୍ବା ମା ଭିତରୁ ଜଣକୁ ବାଛିବାକୁ ହବ। ଅଙ୍କିତା ଟିକେ ଦ୍ଵନ୍ଦ ରେ ପଡେ ଆଉ ଭାବିନିଏ ସେ କଣ କରିବ?
Share