ଆଶା ଓ ପ୍ରକାଶ, ଅଜୟ ର ପରିବାର କୁ ନିମନ୍ତ୍ରଣ କରି ଫେରି ଆସନ୍ତି। ବିବାହ ର ପୂର୍ବ ପ୍ରସ୍ତୁତି ପାଇଁ ଆଲୋଚନା ବେଳେ ସୁରମା କୁ ଡାକିବା ପାଇଁ ଆଶା, ଦିଲ୍ଲୀପ କୁ କହେ। ହେଲେ ସୁରମା ଦିଲ୍ଲୀପ କୁ ବିବାହ ର କୈାଣସି ଆଲୋଚନା ରେ ସାମିଲ ହେବନାହିଁ କୁହେ। କଷ୍ଟ ହେଲାଭଳି କୈାଣସି କାମ ନକରିବା ର ପ୍ରତିଶୃତି ଅନନ୍ୟା, ଆଶା କୁ ଦିଏ।