ମନୋରମା କିଛି ଖାଇବା ଆଣି ଆଶା କୁ ଖାଇବାକୁ କୁହେ, କିନ୍ତୁ ଘରେ କେହି ଖାଇ ନଥିବାରୁ ସେ ଖାଇବାକୁ ରାଜି ହୁଏନି ll ମନୋରମା ଆଶା କୁ କହିବାରୁ ସେମାନେ ମିଶିକରି ଖାଇବା ଖାଆନ୍ତି ll ପ୍ରକାଶ ଶୀଲା ଘରକୁ ଯାଇ ତାକୁ ଦେଖାକରିବାକୁ ଚେଷ୍ଟା କରେ