ଆଶା ର ଅବସ୍ଥା କୁ ଅନନ୍ୟା ଓ ଆଦି ନସହି ପାରି ତାକୁ ରୁମକୁ ଶୋଇବାକୁ ନେଇ ଯାଆନ୍ତି। ଶୀଲା ଆତ୍ମହତ୍ୟା ଉଦ୍ୟମ କରେ । ପ୍ରକାଶ,ଶୀଲା କୁ ବୁଝାଇବାକୁ ଯାଇ ତାକୁ ଭଲପାଏ ବୋଲି କହିବା ବେଳେ, ଆଶା ଶୁଣିନିଏ ଓ ଦୁଃଖ ଅନୁଭବ କରି ସେଠାରୁ ଚାଲିଯାଏ ।ଯେପର୍ଯ୍ୟନ୍ତ ଶୀଲା ସମ୍ପୁର୍ଣ୍ଣ ସୁସ୍ଥ ହେଇନି,ସେ ଏ ଘରେ ରହିବ ବୋଲି ପ୍ରକାଶ, ମନୋରମା କୁ କହେ।