ଆଶା ପରିବାରରେ ଖୁସିର ମାହୋଲ, ବହୁତ ଧୁମ ଧାମ ରେ ରଜ ପାଳନ କରା ଯାଉଛି || ପ୍ରକାଶ ଆଉ ଆଦି ମିଶି YOUTUBE ରୁ ଭିଡ଼ିଓ ଦେଖି ରୋଷେଇ କରୁଛନ୍ତି || ସବୁ ଖୁସିର ପରିବେଶ ଭିତରେ ହଠାତ ସିଲା ର କଲ ଆସେ ||