ଆଦିକୁ ଆଶା ଚାପୁଡ଼ା ମାରିବା ଭୋଳାନାଥ ସହିନପାରି ଆଶା ଉପରେ ରାଗିଯାଏ, ଆଦିର ଡ୍ରଗ୍ସ ସହ ଥିବା ସମ୍ପର୍କ ବିଷୟରେ ଆଶା ସମସ୍ତଙ୍କୁ କୁହେ ll ପ୍ରକାଶ ବି ରାଗିଯାଇ ଆଦିକୁ ଚାପୁଡ଼ା ମାରେ