Asha
31 Views
Dec 31 1969
00:22:31
5

ପ୍ରକାଶ, ଆଶା ର ସେବା କରିବା ଦେଖି ସମସ୍ତଙ୍କ ଆଖିରେ ଖୁସିର ଲୁହ ଆସିଯାଏ। ହଠାତ୍ ସମର ଓ ଅଜୟ ର ଡାକ ଦ୍ଵାର ରେ ଶୁଣି ଶୀଲା , ପ୍ରକାଶ କାନରେ କହେ ,ଯେ ଆଶା ହିଁ ସମର କୁ ଖବର ଦେଇ ଏଠାକୁ ଡକେଇଛି। ଶୁଣି ପ୍ରକାଶ ରାଗିଯାଏ ଓ ଦ୍ଵାର ଖୋଲିବାକୁ ମନା କରେ।
Share