Asha
24 Views
Dec 31 1969
00:22:01
5

ବାରମ୍ବାର ବାରମ୍ବାର ଶୀଲା ର ଫୋନ୍ ଆସିବା ଓ ପ୍ରକାଶ ତାର କିଛି ଉତ୍ତର ନଦେବା ଦେଖି, କାହାକୁ ନଜଣାଇ ଆଶା, ପ୍ରକାଶ କୁ ଶୀଲା ସହ ଦେଖା କରି କଥା ହେଇଯିବାକୁ କହେ। ଲାଲୀ ର ଜରୁରୀ କାମ ହେତୁ ସେ ଅନନ୍ୟା ଓ ରୋହନ କୁ ପାର୍ଟି ରେ ଛାଡି ଘରକୁ ବାହାରିଯାଏ। ପ୍ରକାଶ ଶୀଲା ପାଖରେ ପହଞ୍ଚେ।
Share