ସମ୍ପର୍କ ର ଶେଷ ଦିନ କୁ ସେଲିବ୍ରେଟ କରିବା ପାଇଁ ଶୀଲା, ପ୍ରକାଶ କୁ ବାଧ୍ୟ କରେ ଓ ପ୍ରକାଶ ଅଜାଣତ ରେ ଡ୍ରୀନ୍କସ୍ ରେ କିଛି ମିଶାଇ ଦିଏ। ପ୍ରକାଶ ନିସ୍ତେଜ ହେଇଯାଏ। ପୂଜାର ଆୟୋଜନ ପାଇଁ ସମୟ ଗଡ଼ି ଯାଉଥିବା ବେଳେ,ଆଶା ପ୍ରକାଶ ର ଫେରିବା ରେ ବିଳମ୍ବ ର କାରଣ କୁ ନେଇ ଚିନ୍ତିତ ଥାଏ।