Asha
28 Views
Dec 31 1969
00:21:56
5

ଆଶା ରୋହିଣୀକୁ ଅନନ୍ୟା ଆଉ ରୋହନ ବାହାଘର ପାଇଁ ରାଜି ହେବାକୁ ଅନୁରୋଧ କରେ । ପ୍ରକାଶ ଜାଣିବାକୁ ପାଏ, ସମର ପଣ୍ଡା ଆଉ ଆଶା ଭିତରେ ସେମିତି କିଛି ସମ୍ପର୍କ ନାହିଁ । ଶୀଲା ଅଜୟକୁ ଚାକିରିରୁ ବାହାର କରିବାର ବନ୍ଦୋବସ୍ତ କରେ ।
Share