ଆଶା ଗହଣା ବିକିବା ପାଇଁ ଘରୁ ବାହାରି ଯାଏ, ହେଲେ ସମସ୍ତେ ବାହାରକୁ କାହିଁକି ଯାଉଛୁ ବୋଲି ପଚାରନ୍ତି।। ଆଶା ଆଶ୍ରମ କୁ ଯାଉଛି ବୋଲି କୁହେ ହେଲେ ସେଇ ସମୟରେ ମିସେସ୍ ନାୟକ ଆସି ସେଠି ପହଞ୍ଚନ୍ତି