Asha
128 Views
Dec 31 1969
00:22:15
5
5
ଆଶା ଆଉ ଦିଲ୍ଲୀପ ଯାଇ ରେଷ୍ଟୁରାଣ୍ଟ ରେ ପହଞ୍ଚନ୍ତି ଯେଉଁଠି ପ୍ରକାଶ,ଶିଲା ଆଉ ଅଙ୍କିତା ଖାଇବା ପାଇଁ ଯାଇଥାନ୍ତି। ଆଶା ପ୍ରକାଶ କୁ ଘରକୁ ଯିବା ପାଇଁ କୁହେ ଆଉ ପ୍ରକାଶ ମନା କରେ,ଶିଲା ଆଉ ଅଙ୍କିତା ମଧ୍ୟ ଆଶା କୁ ଗାଳି କରିବା ସହ ପ୍ରକାଶ କୁ ଯିବାକୁ ମାନକରନ୍ତି। ଆଶା ପ୍ରକାଶ ର ହାତ ଧରି ନେଇଯିବାକୁ ବାହାରେ ଆଉ ନଗଲେ ଲୋକଲମାନେ କଣ ଭାବିବେ ବୋଲି କୁହେ।ଏବେ ପ୍ରକାଶ ଆଶା ପଛେ ପଛେ ଚୁପଚାପ ଘରକୁ ଯାଏ।ଘରେ ସମସ୍ତେ ମିଶି ସାବିତ୍ରୀ ବ୍ରତ ପାଳନ କରନ୍ତି।
Share