Asha
39 Views
Dec 31 1969
00:22:58
5

ଆଶା କଥାରେ ସମର, ପ୍ରକାଶ କୁ ଆରେଷ୍ଟ କରିବା ପାଇଁ ପୋଲିସ ଡାକିଥିଲା ଓ ଏସବୁ କୁ ଏଡ଼ାଇବା ପାଇଁ ପୋଲିସ ଯିବା ପରେ ସେ ଡ୍ରାମା କରୁଛି କହି ଶୀଲା ସମସ୍ତଙ୍କ ଆଗରେ ଆଶାକୁ ଆକ୍ଷେପ କରେ।ଏ କଥା ଶୁଣି ଭୋଳାନାଥ ରାଗିଯାଏ।
Share