ଅନନ୍ୟା ସହ କିଛି ଘଟିଥିବା ସନ୍ଦେହ ରେ ପ୍ରକାଶ, ଅନନ୍ୟା କୁ ପ୍ରଶ୍ନ କରେ। ହେଲେ ସଠିକ୍ ସମୟରେ ପରିସ୍ଥିତି କୁ ଆଶା ସମ୍ଭାଳି ନିଏ ଓ‌ ଭବିଷ୍ୟତ ରେ ବିବାହ ପୂର୍ବରୁ ଅନନ୍ୟା,ରୋହନ ସହ କୁଆଡେ ବି ଯିବନି ବୋଲି ପ୍ରକାଶ କୁ କଥା ଦିଏ। ଅନନ୍ୟା ବିଷୟରେ କିଛି ତଥ୍ୟ ମିଳିଯିବା ଆଶାରେ ସୁରମା ଲାଲୀ କୁ ପ୍ରଶ୍ନ କରିବା ବେଳେ ଦିଲ୍ଲୀପ ପହଞ୍ଚେ ଓ ସୁରମା କୁ ଅନନ୍ୟା ର ଖୁଡୀ କହି, ଚେତାଇ ଦିଏ।